Share :

gitikabita rutura nama basnaଭୁବନେଶ୍ବର (୧୧/୨) : ସ୍ଥାନୀୟ ପାନ୍ଥ ନିବାସଠାରେ ଗୀତିକବି କମଳ ପଟ୍ଟନାୟକଙ୍କର ଗୀତି କବିତା ପୁସ୍ତକ ‘ଋତୁର ନାମ ବାସ୍ନା’ ଉନ୍ମୋଚିତ ହୋଇଯାଇଛି୤ ବିଜୟାନନ୍ଦ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉଦ୍‌ଘାଟକଭାବେ ସାରସ୍ବତ ସାଧକ ମହାପାତ୍ର ନୀଳମଣି ସାହୁ ଯୋଗଦେଇଥିଲେ୤ ଦୀପ୍ତିଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁସ୍ତକର ପ୍ରକାଶିକା ବର୍ଷା ପଟ୍ଟନାୟକ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ୤

 

Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing