ODIA Music News

ଭୁବନେଶ୍ବର (୧୧/୨) : ସୁଷମା ସଙ୍ଗୀତ ସଦନ ପକ୍ଷରୁ ଗୁରୁ ପ୍ରଣାମ ଉତ୍ସବ ଗତ ୯ ତାରିଖରେ ଉଦ୍‌ଘାଟିତ ହୋଇ ୧୧ ତାରିଖରେ ଉଦ୍‌ଯାପିତ ହୋଇଯାଇଛି୤ ଉଦ୍‌ଘାଟନୀ ଉତ୍ସବରେ ସଂସ୍କୃତି ବିଭାଗ ସଚିବ ଅଶୋକ ତ୍ରିପାଠୀ ଯୋଗଦେଇଥିଲେ୤ ରଣଦୀପ ଓ ବନ୍ଦିସ ଯୁଗଳବନ୍ଦୀରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ୤ ଏହାର ରାଗଥିଲା ମୁଲତାନୀ୤ ସେହିପରି [...]

[ More.. ]

ଗୀତି କବିତା ପୁସ୍ତକ ‘ଋତୁର ନାମ ବାସ୍ନା’ ଉନ୍ମୋଚିତ

ଭୁବନେଶ୍ବର (୧୧/୨) : ସ୍ଥାନୀୟ ପାନ୍ଥ ନିବାସଠାରେ ଗୀତିକବି କମଳ ପଟ୍ଟନାୟକଙ୍କର ଗୀତି କବିତା ପୁସ୍ତକ ‘ଋତୁର ନାମ ବାସ୍ନା’ ଉନ୍ମୋଚିତ ହୋଇଯାଇଛି୤ ବିଜୟାନନ୍ଦ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉଦ୍‌ଘାଟକଭାବେ ସାରସ୍ବତ ସାଧକ ମହାପାତ୍ର ନୀଳମଣି ସାହୁ ଯୋଗଦେଇଥିଲେ୤ ଦୀପ୍ତିଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁସ୍ତକର ପ୍ରକାଶିକା ବର୍ଷା [...]

[ More.. ]

ଭୁବନେଶ୍ବର, ୯ ଫେବୃୟାରୀ ୨୦୧୧ : ଶ୍ରୁତି ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହ ଗତ ୮ ଓ ୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି୤ ସ୍ଥାନୀୟ ଜୟଦେବଭବନଠାରେ ଅନୁଷ୍ଠିତ ପ୍ରଥମ ସନ୍ଧ୍ୟାରେ ଗୁରୁ ରାମହରି ଦାସ ଓ ଗୁରୁ ବିଜୟ କୁମାର ଜେନା ଯୁଗଳବନ୍ଦୀ ପରିବେଷଣ କରିଥିଲେ୤ [...]

[ More.. ]

ଭୁବନେଶ୍ବର,(୩୧/୧/୧୧) : ସାଂସ୍କୃତିକ ଅନୁଷ୍ଠାନ ଶ୍ରୁତି ପକ୍ଷରୁ ଫେବୃୟାରୀ ୮ ଓ ୯ ତାରିଖ ଦୁଇଦିନଧରି ଷଷ୍ଠ ଓଡ଼ିଶୀ ସଙ୍ଗୀତ ଓ ଲଘୁସଙ୍ଗୀତ ସମାରୋହ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ୤

ଉକ୍ତ ଉତ୍ସବରେ ଦିବଂଗତ ପଣ୍ଡିତ ଭୁବନେଶ୍ବର ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ପଦ୍ମିନୀ ଖୁଣ୍ଟିଆଙ୍କୁ ପଣ୍ଡିତ ଭୁବନେଶ୍ବର ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ [...]

[ More.. ]

କଟକ : ଆକାଶବାଣୀ କଟକ କେନ୍ଦ୍ରର ୬୪ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି୤ ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୯ ଜଣ ବ୍ୟକ୍ତିବିଶେଷଙ୍କୁ ଆକାଶବାଣୀ ପକ୍ଷରୁ ସମ୍ମାନିତ କରାଯାଇଛି୤ ସେମାନଙ୍କ ମଧ୍ୟରୁ ସଙ୍ଗୀତକ୍ଷେତ୍ରରେ ଗାୟିକା ସ୍ନେହଲତା ପ୍ରହରାଜଙ୍କୁ ସମ୍ବର୍ଦ୍ଧିତ କରାଯାଇଛି୤

ସେହିଭଳି ଗୀତିକବି [...]

[ More.. ]