Share :

Archive | January, 2014

ଇସ୍ପାତ ସହରରେ ୩ଦିନିଆ ଓଡ଼ିଶୀ ସଙ୍ଗୀତ ଉତ୍ସବ ଅନୁଷ୍ଠିତ

ପ୍ରଥମ ଥର ପାଇଁ ଇସ୍ପାତ ସହର ରାଉରକେଲାଠାରେ ରାଜ୍ୟସ୍ତରୀୟ ତିନିଦିନିଆ ଓଡ଼ିଶୀ ସଙ୍ଗୀତ ଉତ୍ସବ-୨୦୧୪ ଅନୁଷ୍ଠିତ ହୋଇଯାଇଛି୤ ଚଳିତମାସ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ଭଞ୍ଜ କଳା କେନ୍ଦ୍ର ସହଯୋଗରେ ଭଞ୍ଜଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ଉତ୍ସବ ଗତକାଲି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି୤…