Share :

Archive | July, 2013

ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ସିକନ୍ଦର ଆଲାମ ସ୍ମୃତି ସନ୍ଧ୍ୟା : ପୁରୁଣା ଗୀତରେ ଝୁମିଲେ ଦର୍ଶକ

ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ସିକନ୍ଦର ଆଲାମ୍‌ଙ୍କ ଜୟନ୍ତୀ ଅବସରରେ ଏକ ସ୍ମୃତି ସନ୍ଧ୍ୟା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି୤…

ଓଡ଼ିଶା ହିନ୍ଦୁସ୍ତାନୀ କଳାକାର ସଂଘ  ପକ୍ଷରୁ ତିନିଦିନିଆ ଶାସ୍ତ୍ରୀୟ ସଙ୍ଗୀତ ଉତ୍ସବ ଅନୁଷ୍ଠିତ

ଓଡ଼ିଶା ହିନ୍ଦୁସ୍ଥାନୀ କଳାକାର ସଂଘ ପକ୍ଷରୁ ଭୁବନେଶ୍ବର ସୂଚନା ଭବନଠାରେ ତିନିଦିନିଆ ହିନ୍ଦୁସ୍ଥାନୀ ତିନିଦିନିଆ ଶାସ୍ତ୍ରୀୟ ସଙ୍ଗୀତ ଉତ୍ସବ ଚଳିତ ମାସ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି୤…