
ଗୁରୁ ପ୍ରଣାମ ଉତ୍ସବ : ତିନିଜଣଙ୍କୁ ମିଳିଲା ବାଳକୃଷ୍ଣ ଦାସ ସମ୍ମାନ
ଭୁବନେଶ୍ବର (୧୧/୨) : ସୁଷମା ସଙ୍ଗୀତ ସଦନ ପକ୍ଷରୁ ଗୁରୁ ପ୍ରଣାମ ଉତ୍ସବ ଗତ ୯ ତାରିଖରେ ଉଦ୍ଘାଟିତ ହୋଇ ୧୧ ତାରିଖରେ ଉଦ୍ଯାପିତ ହୋଇଯାଇଛି ଉଦ୍ଘାଟନୀ ଉତ୍ସବରେ ସଂସ୍କୃତି ବିଭାଗ ସଚିବ ଅଶୋକ ତ୍ରିପାଠୀ ଯୋଗଦେଇଥିଲେ ରଣଦୀପ ଓ ବନ୍ଦିସ ଯୁଗଳବନ୍ଦୀରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ ଏହାର ରାଗଥିଲା ମୁଲତାନୀ ସେହିପରି . .
ଗୀତି କବିତା ପୁସ୍ତକ ‘ଋତୁର ନାମ ବାସ୍ନା’ ଉନ୍ମୋଚିତ
ଭୁବନେଶ୍ବର (୧୧/୨) : ସ୍ଥାନୀୟ ପାନ୍ଥ ନିବାସଠାରେ ଗୀତିକବି କମଳ ପଟ୍ଟନାୟକଙ୍କର ଗୀତି କବିତା ପୁସ୍ତକ ‘ଋତୁର ନାମ ବାସ୍ନା’ ଉନ୍ମୋଚିତ ହୋଇଯାଇଛି ବିଜୟାନନ୍ଦ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉଦ୍ଘାଟକଭାବେ ସାରସ୍ବତ ସାଧକ ମହାପାତ୍ର ନୀଳମଣି ସାହୁ ଯୋଗଦେଇଥିଲେ ଦୀପ୍ତିଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁସ୍ତକର ପ୍ରକାଶିକା ବର୍ଷା . .
ଓଡ଼ିଶୀ ଓ ଲଘୁ ସଙ୍ଗୀତ ସମାରୋହ – ଘୁମୁ ଘୁମୁ ଘୁମୁରେ ପାରା…
ଭୁବନେଶ୍ବର, ୯ ଫେବୃୟାରୀ ୨୦୧୧ : ଶ୍ରୁତି ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହ ଗତ ୮ ଓ ୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ସ୍ଥାନୀୟ ଜୟଦେବଭବନଠାରେ ଅନୁଷ୍ଠିତ ପ୍ରଥମ ସନ୍ଧ୍ୟାରେ ଗୁରୁ ରାମହରି ଦାସ ଓ ଗୁରୁ ବିଜୟ କୁମାର ଜେନା ଯୁଗଳବନ୍ଦୀ ପରିବେଷଣ କରିଥିଲେ . .


